Odisha News Insight
Browsing Category

Odia

ଅନୁଭବ ମହାନ୍ତିଙ୍କର ସବୁଠୁ ବଡ ଅପରାଧ ହେଉଛି ସେ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷ ଭୋଟରେ ହରାଇଛନ୍ତି!!

ଆଜିକାଲି ଓଡିଶାର ଏକ ନମ୍ବର ଟିଭି ଚାନେଲର ଏକମାତ୍ର ଖବର ହେଉଛନ୍ତି ଅନୁଭବ ମହାନ୍ତି। ଏକମାତ୍ର ଏଇଥିପାଇଁ ଯେ ଖବର ପରିବେଷଣର ପୂରା ଅଧା ଘଣ୍ଟା ସମୟ କେବଳ ଅନୁଭବ ମହାନ୍ତିଙ୍କ ବିଷୟରେ ଗପ ଶୁଣିବାକୁ ଆମକୁ ବାଧ୍ୟ କରା ଯାଉଛି। ଅବଶ୍ୟ ଅନୁଭବ ଓଡିଶାର ଚର୍ଚ୍ଚିତ ସିନେମା ତାରକା ଓ ରାଜନେତା।…

ସପ୍ତାହରୁ ୪ଦିନ କାମ ୩ ଦିନ ଛୁଟି ମାଇକ୍ରୋସଫ୍ଟର ମଉଜ କନସେପ୍ଟ

ବିଭିନ୍ନ ଦେଶର ଭିନ୍ନ ଭିନ୍ନ କମ୍ପାନୀ ଗୁଡ଼ିକର ନିଜସ୍ୱ କାମ କରିବାର ପରମ୍ପରା ରହିଛି । USA ,England ଭଳି ଦେଶରେ ସପ୍ତାହକୁ ପାଞ୍ଚ ଦିନ କାମ କରିବା ଏକ ନିୟମ । ହେଲେ Microsoft Corporation ସପ୍ତାହକୁ ଚାରି ଦିନ କାମ କରିବାର ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ରଖିଛି । ମାସାବଲ…

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଦେବାପାଇଁ ଲାଗିପଡିଛନ୍ତି ୫ଟି ସଚିବ।

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଲାଗିପଡିଛନ୍ତି୫ଟି ସଚିବ। ଗୁରୁବାର ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରଯାଇ ଖାଇବା, ମାଗଣା ଔଷଧ ଓ…

ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଲେ ଓଡ଼ିଆ ପୁଅ ଗିରିଶ ମୁର୍ମୁ !

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଶ୍ରୀନଗରରେ ଆୟୋଜିତ ଶପଥ ଉତ୍ସବରେ ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ…

ସେବା ଓ ସଂଗ୍ରାମରେ ବିଶ୍ବାସ କରେ ବିଜେଡି ନବୀନ

ସରିଲା ବିଜେଡ଼ି ଜନ ସଂପର୍କ ପଦଯାତ୍ରା | ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡ଼ି ପଦଯାତ୍ରାର ଆଜି ଉତ୍ତର ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେବା ବାର୍ତ୍ତାକୁ ଘରେ ଘରେ ଓଡ଼ିଶା-ମୋ ପରିବାର…

୫ଟି କିଛି ନୂଆ କଥା ନୁହେଁ ଅପରାଜିତା ଷଡ଼ଙ୍ଗୀ

ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରୀୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଶ୍ରୀମତି ଷଡ଼ଙ୍ଗୀ କହିଲେ କିଛି ନୂଆକଥା ନୁହେଁ ୫ ଟି ଆମେ ମସୌରୀରେ ଆଇଏଏସ୍ ତାଲିମ ବେଳେ ଏହା ପଢିଥିଲୁ | ୨୦ ବର୍ଷ ପରେ ୫ ଟି ଉଠାଇ ବର୍ତ୍ତମାନର ବ୍ୟବସ୍ଥାକୁ ଦୁର୍ବଳ କରାନଯାଉ ।…

ନାସାକୁ ଯିବେ ଗରୀବ ଚା ଦୋକାନି ଝିଅ ତାନ୍ୟା |

ନାସା ପରିଭ୍ରମଣରେ ଯିବେ ଜଣେ ଗରୀବ ଚା ଦୋକାନିଙ୍କ ଝିଅ | ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ଆଗରେ ସବୁ ସମ୍ଭବ ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ତାମିଲନାଡ଼ୁ ମଦୁରାଇର ୧୫ ବର୍ଷୀୟ ତାନ୍ୟା ଦସନାମ। ତାନ୍ୟାଙ୍କ ବାପା ଜଣେ ଅତି ସାଧାରଣ ଚା’ଦୋକନୀ ହୋଇଥିବା ବେଳେ ତାନ୍ୟାଙ୍କୁ ୯ଦିନ ପାଇଁ…

ନବୀନଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିଛୁ : ପ୍ରଦୀପ୍ତ ନାୟକ

ରାଜ୍ୟରେ ବିଜେଡ଼ି ଓ ବିଜେପି ସଂପର୍କ ନେଇଁ ଖୁଲାସା କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ | କେନ୍ଦ୍ର ଓ ବିଜେପି ସହ ନବୀନ ପଟ୍ଟନାୟକଙ୍କ ଭଲ ସଂପର୍କ ରହିଛି | ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ, ଆମ ଆଶୀର୍ବାଦରୁ ଓ ଆମ କାନ୍ଧରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି…

ପ୍ରେମିକା ସହିତ ପୁଅ ଫେରାର, 21 ବର୍ଷୀୟା ବୋହୁ ସହିତ ହେଲା 65ବର୍ଷିଅ ଶଶୁର ର ବାହାଘର

ଆପଣ ମାନେ ଜାଣନ୍ତି ବିବାହ ଏକ ପବିତ୍ର ସଂମ୍ପର୍କ ।କଥାରେ ଅଛି ଇଶ୍ବର ଏହି ଜୋଡିକୁ ସେହି ଠାରୁ ନିଣ୍ଣୟ କରିଥାନ୍ତି । କିନ୍ତୁ ଏ ସମାଜରେ ଲୋକଙ୍କର ଏକ ଭିନ୍ନ ସମ୍ପର୍କ ଦେଖିବାକୁ ମିଳିଛୁ । ସାଧାରଣତ ଗୋଟିଏ ଝିଅର ବିବାହ ବୟଷ ଉପସ୍ଥିତ ହୋଇଥାଏ ସେତେବେଳେ ତାର ପରିବାର ଲୋକ ତାର ବିବାହ…

ଖାଲି ପଡିଥିବା ୩ ରାଜ୍ଯସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ୩ ଜଣଙ୍କୁ ନବୀନ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଥିବା ସୂଚନା ମିଳିଛି । ସେମାନେ ହେଲେ ଡ଼. ଆମର ପଟ୍ଟନାୟକ, ଡ଼. ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ । ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପାତ୍ର ବିଜେଡି ମିଡିଆ…