Odisha News Insight
Browsing Category

Odia

ସରପ୍ରାଇଜ୍ ଦେଲେ ସଲମାନ୍, କାଲି କରିବେ ବିବାହ ତାରିଖ ଘୋଷଣା !

ବଲିଉଡ ଅଭିନେତା ସଲମାନ ଖାନଙ୍କ ବିବାହକୁ ନେଇ ଲଗାତାର ସୋସିଆଲ ମିଡିଆରେ ଖବର ଆସିଥାଏ । ତେବେ ଏକ ଇଣ୍ଟରଭ୍ଯୁରେ ନିଜ ବିବାହ ସମ୍ପର୍କରେ ଆଲୋଚନା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ ୨୩ ମେରେ ନିଜ ବିବାହ ତାରିଖ ଘୋଷଣା କରିବେ ।…

ଆଜି ରାତି ସୁଦ୍ଧା ରାଜଧାନୀରେ ୨୫%, ଆଗାମୀ ୪ ଦିନରେ ଟ୍ୱିନସିଟିର ଅନେକ ସ୍ଥାନରେ ପହଞ୍ଚିବ ବିଦ୍ଯୁତ୍

ରାଜଧାନୀରେ ୧୫% ବିଦ୍ଯୁତ୍ କାମ ସରିଛି । ଆଜି ରାତି ସୁଦ୍ଧା ୨୫ ପ୍ରତିଶତ କାମ ଶେଷ ହେବ । ସେହିଭଳି କଟକରେ ମଧ୍ଯ ଆଜି ରାତି ସୁଦ୍ଧା ୧୫ରୁ ୨୫ ପ୍ରତିଶତ କାମ ଶେଷହେବ । ଆଗାମୀ ୪ ଦିନ ମଧ୍ଯରେ ଭୁବନେଶ୍ୱରରେ ଅନେକ ସ୍ଥାନକୁ ବିଦ୍ଯୁତ ଯୋଗାଇ ଦିଆଯିବ ବୋଲି ସେସୁର ସିନିୟର ଜିଏମ୍ ସୂଚନା…

ବିଜେଡି କୁ ଫେରିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ

ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ପ୍ରତିଷ୍ଠାତା ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଙ୍କ ଉପରୁ ବିଜେଡି ଦଳ ତରଫରୁ ଲାଗୁଥିବା ବହିଷ୍କାର ଆଦେଶକୁ ଆଜି ଉଠାଇ ଦିଆଯାଇଛି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୁନଃ ତାଙ୍କୁ ଦଳକୁ ଫେରାଇ ନିଆଯାଇଥିବା…

୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ।

ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ) ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ ଖରିଆର : ଲମ୍ବୋଧର ନିଆଳ ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର ଧର୍ମଗଡ଼ : ମହୋଷଧି ବାଗ ଭବାନୀପାଟଣା : ଦୁଷ୍ମନ୍ତ ନାଏକ ନର୍ଲା :ଭୂପିନ୍ଦର ସିଂ ଲୋକସଭା କ୍ଷେତ୍ର:…

ସାଧାରଣ ଜୀବନ ଯାପନର ପ୍ରତୀକ ଥିଲେ ପାରିକର, ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍କୁଟରରେ ଯାଉଥିଲେ ବିଧାନସଭା

ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାନ୍ସର ସହ ସଂଗ୍ରାମ କରୁଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟରେ ପାରିକରଙ୍କ ନିଧନର ସୂଚନା ଦେଇଥିଲେ । ଏହାର କିଛି ସମୟ ପୂର୍ବରୁ ସିଏମଓ ଓଫିସରୁ…

15 Mar 2019 Headlines

୧-ବିଜେପିରେ ମିଶିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୨-ଦୁବାଇ ପରେ ତେଲେଙ୍ଗାନା ଓ ତାମିଲନାଡୁରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ଉପରେ ନିର୍ଯାତନାର ଖବର। ୩-ନିର୍ବାଚନ ପାଇଁ ନୋଟିସ ପାଇବା ପରେ ୫୮୦ ଜଣ ଲାଇସେନ୍ସଧାରୀ ନିଜ ପିସ୍ତଲ, ରିଭ୍‌ଲଭର୍‌ ଓ ୧୨ ରାଉଣ୍ଡ ଗୁଳି ଜମା କଲେ। …

ପଦ୍ମ ଧରିଲେ ଦାମ

ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓଙ୍କ…

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !

ଭୁବନେଶ୍ବର ୧୩|୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲକୁ ଆଉ ମାତ୍ର ୫ଦିନ ରହିଛି । ୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ…

ପୁଲୱାମା ମାଷ୍ଟର ମାଇଣ୍ଡ ନିହତ

ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ରବିବାର ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌ ନିହତ ହୋଇଛି । ଏହାସହ ଜୈଶ୍‌-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ…

ଏକାକୀ ଲଢିବ ବିଜେଡି

ନିର୍ବାଚନରେ ବିଜେଡି ଏକାକୀ ଲଢିବ । କୌଣସି ଦଳ ସହ ନିର୍ବାଚନ ବୁଝାମଣା କରିବ ନାହିଁ I ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜୟ ସମ୍ଭାବନା ଥିବା…