Odisha News Insight

13 Mar 2019 Odia Headlines

୧-ବାରିପଦାରୁ ବିଆରସି : ଭାଭା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି।

୨-ପୁରୀ ପୋଲିସ ହାତରେ ବାଇକ ଚୋରି ର‍୍ୟାକେଟ : ୩୩ଟି ଚୋରା ବାଇକ ଜବତ, ୮ ଗିରଫ।

୩-ବିଜେଡି ରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମିଳିବ ଟିକେଟ, ନବୀନ ଦେଲେ ସୂଚନା।

୪-ରାଜନୀତି ମଇଦାନକୁ ଓହ୍ଲାଇବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ।

୫-ବ୍ରହ୍ମପୁର : ଆସନ୍ତା ୨୯ରୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା ।

୬-ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାପମାତ୍ରା , ୧୨ଟି ସହରରେ ତାପମାତ୍ରା ୩୫ଡିଗ୍ରୀ ଉପରେ।ତିନି ଦିନ ଘୂର୍ଣ୍ଣିଝଡ ଓ ବଜ୍ରପାତ ସମ୍ଭାବନା।

୭-ଜଳେଶ୍ଵର: ଥକି ପଡ଼ିନାହାନ୍ତି ରବୀନ୍ଦ୍ର ସାର୍‌, ଅବସର ପରେ ବି ଦେଉଛନ୍ତି ଶିକ୍ଷାଦାନ।ବିନା ପାରିଶ୍ରମିକରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ।

୮-ପୁଣି ଫେରିଲେ ଅରୁଣ ଷଡ଼ଙ୍ଗୀ, ବିଜେଡିର ପ୍ରାର୍ଥୀ ତାଲିକାକୁ ନେଇ କସରତ୍।

୯-ବିଜେଡିରେ କମ୍ପନ, 12 ଲୋକସଭା ଆସନରେ ଦଳ ଦେବ ନୂଆ ମୁହଁ।

୧୦-ଇଲେକ୍ସନ୍‌ କାଉନ୍‌ ଡାଉନ୍: କଂଗ୍ରେସରେ ମିଶିଲେ ହାର୍ଦ୍ଦିକ, ବିଜେପିରେ ସୁଜୟ।ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟପାଳ ପଦ ଛାଡ଼ିଲେ ରାଜଶେଖରନ।

୧୧-କଂଗ୍ରେସର ପ୍ରାର୍ଥୀ ତାଲିକା ଚୁଡାନ୍ତ:୧୮ ଆସନରେ ଲଢିବ;୩ଟି ଛାଡ଼ିବ।

୧୨-ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତାଲିକା:୪୦%ମହିଳାଙ୍କୁ ଟିକଟ

Leave a comment