Odisha News Insight
Browsing Tag

Corona Virus

କରୋନା: ଓଡ଼ିଆ ପଖାଳ ପରସିଥିବା ଫ୍ଲଏଡ୍‌ କାର୍ଡଜ୍‌ଙ୍କ ମୃତ୍ୟୁ

ମୁମ୍ବାଇବାସୀଙ୍କୁ ଓଡ଼ିଶାର ପଖାଳ ଭାତ, କଖାରୁ ଫୁଲ ଭଜା ଓ ଅନ୍ୟ ତିଅଣ ଖୁଆଇଥିବା ରେସ୍ତୋରାଁର ମାଲିକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଫ୍ଲଏଡ୍‌ କାର୍ଡଜ୍। ବୃତ୍ତିରେ ସେଫ୍‌ ମୁମ୍ବାଇର ମୂଳନିବାସୀ ଫ୍ଲଏଡ୍‌ ନ୍ୟୁୟର୍କରେ ରହନ୍ତି ଓ ସେଠାରେ ଜଣେ…

ଲକ ଡାଉନ: ନିୟମ ମାନିଲେନି, ପୋଲିସ୍‌ ଦେଲା ଏମିତି ଦଣ୍ଡ

କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ…

ପରିବେଶ କର୍ମୀ ଗ୍ରେଟା ଥନବର୍ଗ ‘କରୋନା’ରେ ଆକ୍ରାନ୍ତ

ବିଶ୍ବର ଜଣେ ପ୍ରଖର ଜଳବାୟୁ କର୍ମୀ ଭାବେ ବେଶ ଜଣାଶୁଣା ସ୍ବିଡେନର କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ। ସେ ‘କରୋନା’ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ଏନେଇ ନିଜ ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ୟୁରୋପ ଗସ୍ତ କରିଥିବାବେଳେ ସେ ଏହି ଭୂତାଣୁ ଦ୍ବାରା…

କରୋନା ଯୁଦ୍ଧରେ ସ୍ବେଚ୍ଛାସେବୀ ହେବାକୁ ଚାହୁଁଛନ୍ତି କି?, ତେବେ ଏହି ୱେବସାଇଟରେ ଆବେଦନ କରନ୍ତୁ

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଆଜିଠୁ ଆସନ୍ତା ୨୦ ଦିନ ଯାଏ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ…

ବିସ୍ପୋରକ ସ୍ଥିତିରେ ମାଡି ଆସୁଛି କରୋନା, ମେ 31 ସୁଦ୍ଧା ଭାରତରେ 10 ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ…

ବିସ୍ଫୋରକ ସ୍ଥିତିରେ ଆସୁଛି କରୋନା , ମେ ୩୧ ସୁଦ୍ଧା ଭାରତରେ ଭୟଂକର ସ୍ଥିତିରେ ଥିବ କରୋନା । ଆକଳନ କରାଯାଇଛି ମେ ୩୧ ସୁଦ୍ଧା ଭାରତ ଭଳି ଉପମହାଦେଶରେ ୫୮ ହଜାର ରୁ ଉର୍ଧ୍ବ କରୋନା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ବାସଯୋଗ୍ୟ ଆକଳନ ଅନୁସାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭାରତୀୟ ଆକ୍ରାନ୍ତ…