Odisha News Insight
Browsing Tag

election

କରୋନା ମୃତ୍ୟୁ ସତ୍ତ୍ବେ ଏହି ଦେଶରେ ହେଲା ନିର୍ବାଚନ

ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସତ୍ତ୍ବେ ମାଲିରେ ଆଜି ଦେଶବ୍ୟାପୀ ସଂସଦୀୟ ମତଦାନ ହୋଇଛି। ମାତ୍ର ୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଆଫ୍ରିକୀୟ ଦେଶରେ ୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲାା ଆଜି ଭୋଟଗ୍ରହଣ ଆରମ୍ଭର କିଛି ସମୟ ପୂର୍ବରୁ ଦେଶରେ ପ୍ରଥମ କରୋନା ଜନିତ…

ନିର୍ବାଚନ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗିରଫ, ମନିଷ କହିଲେ …..

ଦିଲ୍ଲୀ ନିର୍ବାଚନ ଭୋଟ ଗ୍ରହଣ ଦିନକୁ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି। ଗୁରୁବାର ବିଳମ୍ବିତ…

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !

ଭୁବନେଶ୍ବର ୧୩|୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲକୁ ଆଉ ମାତ୍ର ୫ଦିନ ରହିଛି । ୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ…

ଏକାକୀ ଲଢିବ ବିଜେଡି

ନିର୍ବାଚନରେ ବିଜେଡି ଏକାକୀ ଲଢିବ । କୌଣସି ଦଳ ସହ ନିର୍ବାଚନ ବୁଝାମଣା କରିବ ନାହିଁ I ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜୟ ସମ୍ଭାବନା ଥିବା…

କେଉଁ ଦିଗ ପ୍ରତି ସଚେତନ ରହିବେ ପ୍ରାର୍ଥୀ

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଯେଉଁମାନେ ପ୍ରାର୍ଥୀ ହେବେ, ସେମାନଙ୍କର…

ଆପଣଙ୍କ ଅଞ୍ଚଳରେ କେବେ ହେବ ନିର୍ବାଚନ ଦେଖନ୍ତୁ ପୂରା ତାଲିକା ।

ଭୁବନେଶ୍ୱର 10/03/2019 ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମହାଲଢେଇ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରୁ ଏହାର ଆରମ୍ଭ ହେବ । ଓଡିଶାରେ ଦକ୍ଷିଣରୁ ନିର୍ବାଚନ ଆରମ୍ଭ ହୋଇ ଉତ୍ତରରେ…