କୋଟିପତି ନେତାଙ୍କ ପାଇଁ ଢେଙ୍କାନାଳ ଜିଲ୍ଲା ବିଜେଡ଼ି ଭାବମୂର୍ତ୍ତି ପ୍ରଭାବିତ
ଓଏନଆଇ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବିଜେଡି ର ଜଣେ ପ୍ରତିପତ୍ତିଶାଳୀ ପୂର୍ବତନ ବିଧାୟକଙ୍କ ରାଜନୈତିକ ଅପରିପକ୍ବତା ପାଇଁ ଦଳର ଭାବମୂର୍ତ୍ତି ଢେର ରସାତଳକୁ ଗଲାଣି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ।
ନିଜର ଟଙ୍କା ବଳରେ ସବୁଠି ସବୁ କିଣି ପାରିବାର ମାନସିକତା ତାଙ୍କୁ ବିଭିନ୍ନ…