Odisha News Insight
Browsing Category

Uncategorized

ଭାରତ ଗସ୍ତରେ ଆସି, ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମ୍ ଉଦଘାଟନ କରିବେ ଟ୍ରମ୍ପ୍

୨୩ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍। ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ର ଉଦଘାଟନ କରିବେ ଟ୍ରମ୍ପ୍। ଅହମଦାବାଦର ସରର୍ଦ୍ଦାର ବଳ୍ଲଭ ଭାଇ ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍…

ସୁନା ଦୋକାନୀ କରୁଛନ୍ତି ହେରଫେର !

ରାଜ୍ୟ ବିଭିନ୍ନ ସୁନା ଦେକାନରେ ଗ୍ରାହକଙ୍କୁ ଠକୁଛନ୍ତି ଦେକାନୀ। ଆଜି ବିଧାନସଭାବ ଶୀତ ଅଧିବେଶନର ସପ୍ତମ ଦିନର ପ୍ରଶ୍ନକାଳରେ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଧାନସଭାରେ ଉଠିଲା ସୁନା ଦୋକାନୀ ଠକେଇ ପ୍ରସଙ୍ଗ । କଟକ ଓ…