Odisha News Insight
Browsing Category

Uncategorized

ଆମେରିକା ଅସମ୍ଭାଳ ୪୬,୧୬୮ କରୋନା ଆକ୍ରାନ୍ତ, ୫୮୨ ମୃତ

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି। ମୋଟ…

୭ ମାସ ପରେ ମୁକ୍ତି ପାଇଲେ ଓମାର ଅବଦୁଲ୍ଲା, କହିଲେ

ଦୀର୍ଘ ୭ ମାସ ପରେ ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଆଜି ମୁକ୍ତି ମିଳିଛି। ଓମାରଙ୍କୁ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀରେ ରଖା ଯାଇଥିଲା। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ବା ପିଏସ୍‌ଏ…

କରୋନା ପୁଣିଥରେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବେ ମୋଦି

ଦିନକୁ ଦିନ ଦେଶରେ କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବେନ୍ଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟୁଇଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଟୁଇଟ କରି…

ଭାରତ ଗସ୍ତରେ ଆସି, ବିଶ୍ବର ସବୁଠୁ ବଡ଼ ଷ୍ଟାଡିୟମ୍ ଉଦଘାଟନ କରିବେ ଟ୍ରମ୍ପ୍

୨୩ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍। ଭାରତ ଗସ୍ତରେ ଆସି ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍‌ର ଉଦଘାଟନ କରିବେ ଟ୍ରମ୍ପ୍। ଅହମଦାବାଦର ସରର୍ଦ୍ଦାର ବଳ୍ଲଭ ଭାଇ ପଟେଲ୍ ମୋଟେରା ଷ୍ଟାଡିୟମକୁ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍…

ସୁନା ଦୋକାନୀ କରୁଛନ୍ତି ହେରଫେର !

ରାଜ୍ୟ ବିଭିନ୍ନ ସୁନା ଦେକାନରେ ଗ୍ରାହକଙ୍କୁ ଠକୁଛନ୍ତି ଦେକାନୀ। ଆଜି ବିଧାନସଭାବ ଶୀତ ଅଧିବେଶନର ସପ୍ତମ ଦିନର ପ୍ରଶ୍ନକାଳରେ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଧାନସଭାରେ ଉଠିଲା ସୁନା ଦୋକାନୀ ଠକେଇ ପ୍ରସଙ୍ଗ । କଟକ ଓ…