Odisha News Insight
Browsing Tag

CoronaVirus

ଖୁସି ଖବର, ଖୁବ ଶୀଘ୍ର ଲଞ୍ଚ ହେବ କରୋନା ଭ୍ୟାକସିନ୍ |

ମହାମାରୀ କରୋନାକୁ ସଙ୍କଟ ଭିତରେ ଆସିଲା ଏକ ଖୁସି ଖବର | କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡ଼ିଛି। ଏହି ଭ୍ୟାକସିନକୁ ଭାରତ ବାୟୋଟିକ୍ ନାମକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ…

‘କରୋନଲ୍’ କୁ ମିଳିଲା ଅନୁମତି |

ବହୁ ବାଦ ବିବାଦ ପରେ ଶେଷରେ ଷ୍ଟୋରରେ ବିକ୍ରୀ ହେବ ପତଞ୍ଜଳୀର 'କରୋନିଲ' ଔଷଧ | ଏ ନେଇଁ ଆୟୁଷ ମନ୍ତ୍ରଣାଳୟରୁ ମିଳିଛି ଅନୁମତି | ତେବେ ଏହା କରୋନା ଔଷଧ ଭାବେ ନୁହେଁ ବରଂ କେବଳ ଇମ୍ୟୁନିଟି ବୁଷ୍ଟର ବା ରୋଗ ପ୍ରତିରୋଧକ ଶକ୍ତିର ଔଷଧ ଭାବେ ବିକ୍ରି ହେବ |

ସମ୍ବିତ ପାତ୍ରଙ୍କ ଦେହରେ କୋରୋନା ଭୁତାଣୁ

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଙ୍କ ଦେହ ରେ କୋରୋନା ଭୁତାଣୁ ମିଳିଛି। ଯାହାକୁ ନେଇ ସାରା ଦେଶ ରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ଦେହ ରେ କୋରୋନା ର ଲକ୍ଷଣ ଦେଖାଦେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କର କୋରୋନା ପଜିଟିଭ ବାହାରିବା ପରେ ତାଙ୍କୁ…

ଏବେ କରୋନା ପାଇଁ ଭାରତକୁ ଦାୟୀ କଲା ନେପାଳ, କହିଲା- ଏହି ଦେଶର ସଂକ୍ରମଣ ଚୀନ, ଇଟାଲୀଠୁ ବି ଅଧିକ ମାରାତ୍ମକ

ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ତିକ୍ତତା ବଢିବାରେ ଲାଗିଛି। ଏହା ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲି କରୋନା ଭୂତାଣୁ ପାଇଁ ମଧ୍ୟ ଭାରତକୁ ଦାୟୀ କରିଛନ୍ତି। ସେ ଭାରତରୁ ନେପାଳ ଆସିଥିବା କରୋନା ଭୂତାଣୁ ସବୁଠୁ ଅଧିକ ମାରାତ୍ମକ ବୋଲି କହିଛନ୍ତି। ସେ ଏହା ମଧ୍ୟ…